କଟକ ୮।୧୦: କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ମାମଲାରେ ଜବାବ ଦାଖଲ କରିପାରିଲେନି ବିଜେପି ବିଧାୟକ ଲକ୍ଷ୍ମଣ ବାଗ । ୩ ଥର ନୋଟିସ୍ ପରେ ବି ନୋଟିସ୍ ଗ୍ରହଣ କଲେ ନାହିଁ ବିଧାୟକ । କିମ୍ବା କୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ନାହିଁ ବିଧାୟକ ଲକ୍ଷ୍ମଣ ବାଗ ।
କୋର୍ଟ କହିଲେ ଆଗକୁ କେବଳ ଆବେଦନକାରୀଙ୍କ ତଥ୍ୟ ଉପରେ ମାମଲାର ଶୁଣାଣି ଜାରି ରହିବ । ସ୍ଥାନୀୟ ଭୋଟର ଲକ୍ଷ୍ମଣ ବାଗଙ୍କ ନାଁ ମିଥ୍ୟା ଦାଖଲ ନେଇ ହାଇକୋର୍ଟରେ ମାମଲା କରିଥିଲେ । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ନଭେମ୍ବରକୁ ଧାର୍ଯ୍ୟ କଲେ କୋର୍ଟ ।
You Can Read:
ତେଲ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରଫ, ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ