ଧାଡି ଦର୍ଶନ ପାଇଁ ଏବେ କୌଣସି ଟ୍ରାଏଲ ରନ୍‌ ହେବ ନାହିଁ -ଆଇନମନ୍ତ୍ରୀ

Published By : Prameya-News7 Bureau | January 01, 2025 IST

ଭୁବନେଶ୍ୱର ୦୧।୦୧ : ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା । ୨୦୨୫ ସମସ୍ତଙ୍କ ପାଇଁ ବିକାଶ ଓ ମଙ୍ଗଳମୟ ହେବ। ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହେବ । ସେଦିନ ଠାରୁ ହିଁ ଧାଡି ଦର୍ଶନ ଆରମ୍ଭ ହେବ । ବୁଧବାର ଦିନ ବି ଶ୍ରୀମନ୍ଦିରରେ ଭିଡ ରହିଛି । ଡିସେମ୍ବର ୩୦, ୩୧, ଜାନୁଆରୀ ୧ରେ ସବୁବେଳେ ଭିଡ ଥାଏ । ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଧାଡି ଦର୍ଶନ ପାଇଁ ଏବେ କୌଣସି ଟ୍ରାଏଲ ରନ୍‌ ହେବ ନାହିଁ  ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ୍‌ ହରିଚନ୍ଦନ । 


  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.