ଆଖି ବୁଜିଲା ‘ମାମା’ ହାତୀ, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି

Published By : Prameya-News7 Bureau | August 28, 2024 IST

ଭୁବନେଶ୍ବର ୨୮।୮: ଆଖି ବୁଜିଲା ‘ମାମା’ ହାତୀ । ଚନ୍ଦକା କୁମାର ଖୁଣ୍ଟିରେ ହାତୀର ମୃତ୍ୟୁ ହୋଇଛି । 

ଗତ ମାର୍ଚ୍ଚ ୩ ତାରିଖରେ ନନ୍ଦନକାନନରୁ କୁମାର ଖୁଣ୍ଟିକୁ ସ୍ଥାନାନ୍ତର ହୋଇଥିଲା । ୭ ବର୍ଷ ହେବା ପରେ ଟ୍ରେନିଂ ନେବା ପାଇଁ ଯାଇଥିଲା ‘ମାମା’ । ଫୁଟବଲ ଖେଳ ପାଇଁ ହାସଲ କରିଥିଲା ସ୍ଵତନ୍ତ୍ର ପରିଚୟ । 

ତେବେ ମାମାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ରାମୁ ପରେ ମାମାର ସନ୍ଦେହଜନକ ମୃତ୍ୟୁ ସନ୍ଦେହ ବଢ଼ାଇଛି ।

You Can Read:

ଭିଜିଲାନ୍ସ ଜାଲରେ ଫସିଲେ ଏଏସଆଇ, ଗଣ୍ଡଗୋଳ ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.