ଆମ୍ବ ଟାକୁଆ ଟ୍ରାଜେଡି: ଏସ୍‌ସିବିରେ ଆଖି ବୁଜିଲେ ଆଉ ଜଣେ

Published By : Prameya-News7 Bureau | November 18, 2024 IST

କନ୍ଧମାଳ ୧୮/୧୧: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣା । କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ । ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ମୃତକ ହେଉଛନ୍ତି ଜିତା ମାଝୀ । କନ୍ଧମାଳ ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇଥିଲେ ୮ ଜଣ । ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.