ରେଳ ଧାରଣାରେ ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇଆଲର୍ଟ

Published By : Prameya-News7 Bureau | September 20, 2024 IST

ବଣାଇ ୨୦/୦୯: ସୁନ୍ଦରଗଡରେ ମାଓ ପୋଷ୍ଟର । ରେଳ ଧାରଣାରେ ଲାଗିଛି ମାଓ ପୋଷ୍ଟର । ସେପଟେ ପୋଷ୍ଟ ଲାଗିବା ପରେ ଜାରି ହୋଇଛି ହାଇଆଲର୍ଟ । ସୂଚନା ଥାଉକି, ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ରେଞ୍ଜଡା ଓ ସାନରକ୍ସି ରେଳ ଧାରଣା ଉପରେ ଲାଗିଛି ମାଓ ପୋଷ୍ଟର । 

ରେଳ ଧାରଣାର ୪୭୧ ନମ୍ବର ପୋଲରେ ଲାଗିଛି ମାଓ ପୋଷ୍ଟର ସହିତ ବ୍ୟାନର । ପୂର୍ବରୁ ନିର୍ବାଚନ ସମୟରେ ଏହି ଅଞ୍ଚଳରେ ଦୁଇ ଦୁଇ ଥର ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ଏବେ କିଛିଦିନ ପରେ ପୁଣି ଥରେ ମାଓ ପୋଷ୍ଟର ପରେ ଅଞ୍ଚଳରେ ହାଇଆର୍ଲଟ ଜାରି ହେଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.