ଟାଙ୍ଗୀ ୧୯।୧୨: ଟାଙ୍ଗୀରେ ମୃଦୁ ଭୂମିକମ୍ପ । ୬ ସେକେଣ୍ଡ ପାଇଁ ଅନୁଭୂତ ହେଲା ଭୂକମ୍ପ ଝଟ୍କା । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଭୟରେ ଲୋକମାନେ ଘର ଛାଡି ବାହାରକୁ ଧାଇଁଥିଲେ । କେହି କିଛି ବୁଝିବା ଆଗରୁ ଭୂମିକମ୍ପରେ ଥରି ଉଠିଥିଲା ଘର ଓ ଚଟାଣ । ଅପରାହ୍ନ ୪ଟା ୫୪ ମିନିଟ୍ରୁ ୫ଟା ସମୟରେ ଅନୁଭୂତ ହୋଇଥିବା ଜଣାପଡ଼ିଛି ।
You Can Read:
ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଶିଶୁ ଭବନର ନୂଆ ବିଲଡିଂ, SCBରେ ପୂରଣ ହେବ ଡାକ୍ତର ପଦବୀ