ବିଧାନସଭା ଅଧିବେଶନ, ଆଜି ବି ସରଗରମ ରହିପାରେ ଗୃହ

Published By : Prameya-News7 Bureau | July 26, 2024 IST

ଭୁବନେଶ୍ୱର ୨୬।୦୭: ଶୁକ୍ରବାର ବିଧାନସଭାର ଅଧିବେଶନର ପଞ୍ଚମ ଦିନ l ଏବେ ପ୍ରଶ୍ନ କାଳ ସ୍ଵାଭାବିକ ଭାବେ ଚାଲିଛି। ନବୀନଙ୍କୁ ଗିରଫ କଥାକୁ ବିବରଣୀରୁ ବାଦ ଦେବାକୁ ନେଇ ବିଜେଡି ଅଡି ବସିଥବା ବେଳେ କଂଗ୍ରେସ ପୋଲାଭରମ ପ୍ରକଳ୍ପକୁ ନେଇ ଗୃହ କମିଟି ଦାବି କରି ନିଜ ଜିଦ ଅଟଳ ରହିଛି।

ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଉଚ୍ଚଶିକ୍ଷା ,ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ, କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.