ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା : ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍

Published By : Prameya-News7 Bureau | August 06, 2024 IST

କଟକ ୬।୮: ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ୍ ଜାରି । ବିଧାୟକ ଅରୁଣ ସାହୁଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ । ନିର୍ବାଚନ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ । 

ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପକ୍ଷରୁ ମାମଲା ଦାୟର ହୋଇଛି । ଆସନ୍ତା ୨୮ ତାରିଖରେ ମାମଲାର  ପରବର୍ତ୍ତୀ ଶୁଣାଣି ହେବ ।

You Can Read:

ଆନନ୍ଦପୁରର ବିଭିନ୍ନ ମାର୍କେଟ୍‌ରୁ ଆଳୁ ଗାଏବ, ପଚାସଢା ଓ ଅତି ଛୋଟ ଛୋଟ ଆଳୁକୁ ଚଢା ଦରରେ ବିକୁଛନ୍ତି ଦୋକାନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.