ସରକାରଙ୍କ ଶିମିଳିପାଳ ସୁରକ୍ଷା ଚିନ୍ତା, ମୁତୟନ ହେବେ ଗୋଟିଏ କମ୍ପାନୀ ଆର୍ମଡ୍ ଫୋର୍ସ

Published By : Prameya-News7 Bureau | December 19, 2024 IST

ଭୁବନେଶ୍ବର ୧୯।୧୨: ରାଜ୍ୟ ସରକାରଙ୍କ ଶିମିଳିପାଳ ସୁରକ୍ଷା ଚିନ୍ତା । ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ମୁତୟନ ହେବେ ଗୋଟିଏ କମ୍ପାନୀ ଆର୍ମଡ୍ ପୋଲିସ ଫୋର୍ସ । ଏଜିଙ୍କୁ ଚିଠି ଲେଖିଲେ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ମୟୁରଭଞ୍ଜ ଜିଲ୍ଲାରେ ୧୩୧ ପଦବୀ ସୃଷ୍ଟି ସହ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ଅନୁରୋଧ କଲେ ରାଜ୍ୟ ସରକାର । 

ଏହି ନୂଆ ଆର୍ମ ଫୋର୍ସରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ୩ ସବ୍ ଇନ୍ସପେକ୍ଟର, ୩ ଜଣ ASIଙ୍କ ସହ ହାବିଲଦାର ଓ ଡ୍ରାଇଭର ରହିବେ ।

You Can Read:

ସ୍କୁଲକୁ ଠିକ୍‌ରେ ଆସୁନାହାନ୍ତି ପ୍ରଧାନ ଶିକ୍ଷକ, ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ରାସ୍ତାରୋକ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.