ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

Published By : Prameya-News7 Bureau | January 31, 2025 IST

Breaking_1

ଝାରସୁଗୁଡା ୩୧।୧: ପୂର୍ବତନ କୁଳପତି ଧ୍ରୁବରାଜ ନାଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ପ୍ରବୀର ଧୁରୁଆକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଝାରସୁଗୁଡା ଏଡିଜେ କୋର୍ଟ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାଏକଙ୍କୁ ଗତ ୨୦୨୧ ମସିହା ଜୁନ୍ ମାସ ୨୧ ତାରିଖରେ ଅଭିଯୁକ୍ତ ପ୍ରବୀର ଧୁରୁଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

You Can Read:

ଦୁଇ ବାଇକ୍ ମୁଁହାମୁହିଁ ଧକ୍କା : ୨ ଜଣଙ୍କ ମୃତ୍ୟୁ, ୩ ଗୁରୁତର ମେଡ଼ିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.