ଗଛରେ ପିଟି ହୋଇ ହୁ ହୁ ଜଳିଗଲା ଡମ୍ପର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର

Published By : Prameya-News7 Bureau | March 05, 2023 IST

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ବଡବାହାଲ ସମାସିଂହା ରାସ୍ତା ମଝିରେ ଜଳିଗଲା ୧୦ ଚକିଆ ଟ୍ରକ ଡମ୍ପର।  ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲପର। କାରଣ ଅସ୍ପଷ୍ଟ ରହିଥିବା ବେଳେ, ରାସ୍ତା କଡରେ ଜଳୁଥିବା ଗଛକୁ ଟ୍ରକ ପିଟି ଦୁର୍ଘଟଣା ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ କୋଲାବିରା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

{"id":754338,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.