SC/ST ଛାତ୍ରୀ ନିବାସରେ ଭିଜିଲାନ୍ସ ଟିମ୍, ନିମ୍ନମାନର କାମ ଦେଖି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ 5-T ସଚିବ

Published By : Prameya-News7 Bureau | July 18, 2023 IST

ସୁବର୍ଣ୍ଣପୁର ୭: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ମୁକୁନ୍ଦପୁର SC/ST ଛାତ୍ରୀ ନିବାସରେ ଭିଜିଲାନ୍ସ ତଦନ୍ତ ଆରମ୍ଭ । 5-T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଏହି ଛାତ୍ରୀ ନିବାସ ବୁଲି ଦେଖିଥିଲେ । ନିମ୍ନମାନର କାମ ହୋଇଥିବା ଦେଖି 5-T ସଚିବ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଚିଠି କରିଥିଲେ ।

{"id":818693,"width":738,"height":424,"sizeSlug":"full","linkDestination":"none"}

ମଙ୍ଗଳବାର କଟକ ଭିଜିଲାନ୍ସର ଏକ ଟିମ୍ ମୁକୁନ୍ଦପୁର ପହଞ୍ଚି ଆରମ୍ଭ କରିଛି ତଦନ୍ତ । ଏହି ତଦନ୍ତ ସମୟରେ ସୋନପୁର ଭିଜିଲାନ୍ସ ଟିମ୍‌ର କର୍ମଚାରୀ ସହଯୋଗ କରିଛନ୍ତି । ଏହି ଛାତ୍ରୀ ନିବାସରେ ପ୍ରଧାନ ଶିକ୍ଷକ ଓ ଓ୍ବାର୍ଡେନ୍ଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ପଚରାଉଚରା କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/eleven-thieves-arrested-by-dhauli-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/eleven-thieves-arrested-by-dhauli-police/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.