ଗୋପ ବ୍ଲକ ଡିହସାହି ଗାଁରେ ଅଘଟଣ,ବଜ୍ରପାତ ନେଲା ୨ ଜୀବନ

Published By : Prameya-News7 Bureau | October 20, 2024 IST

BREAKING NEWS

କୋଣାର୍କ ୨୦/ ୧୦: ବାତ୍ୟା ଭୟ ଭିତରେ ଡରାଇଲାଣି ବଜ୍ରପାତ । ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଡିହସାହି ଗାଁରେ ଅଘଟଣ । ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳା ୪୫ ବର୍ଷୀୟ ରୀନା ଭୋଇ ଓ ୧୮ ବର୍ଷୀ ସରସ୍ବତୀ ସ୍ବାଇଁ । ଉଭୟଙ୍କ ମୃତ୍ୟୁରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।


  • konark
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.