ଆକ୍ସନ ମୋଡ୍‌ରେ ରାଜସ୍ବମନ୍ତ୍ରୀ, ସମ୍ବଲପୁର ରେଜିଷ୍ଟ୍ରି ଅଫିସରେ ଅଚାନକ ପହଞ୍ଚିଗଲେ

Published By : Prameya-News7 Bureau | October 14, 2024 IST

ସମ୍ବଲପୁର ୧୪/ ୧୦: ଆକ୍ସନ ମୋଡ୍‌ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅଚାନକ ସମ୍ବଲପୁର ସହରର ରେଜିଷ୍ଟ୍ରି ଅଫିସକୁ ଗସ୍ତ କରିଛନ୍ତି ମନ୍ତ୍ରୀ । ହଠାତ ମନ୍ତ୍ରୀଙ୍କୁ ଦେଖି ସମସ୍ତେ ଘାବରେଇ ଯାଇଥିଲେ । ପାଖରେ ମନ୍ତ୍ରୀଙ୍କୁ ପାଇଁ ପୁଳା ପୁଳା ଅଭିଯୋଗ ବଖାଣିଛନ୍ତି ସ୍ଥାନୀୟ ଲୋକେ ।  ବିଭିନ୍ନ ବିଷୟରେ ଅଧିକାରୀଙ୍କୁ ତାଗିଦ କରିବା ସହ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ । ରେରା ଆପ୍ରୁଭାଲ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କୁ ଜଣାଇଛନ୍ତି ଅଧିକାରୀ । ମନ୍ତ୍ରୀ ସମସ୍ତ ଅଭିଯୋଗ ଶୁଣିବା ସହ ସମାଧାନର ପ୍ରତିଶୃତି ଦେଇଥିଲେ ।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.