ଟ୍ରକରେ ମାଟି ଲୋଡିଂ ବେଳେ ଅଘଟଣ,ମାଟି ଅତଡା ଧସି ଗଲା ୨ ମହିଳାଙ୍କ ଜୀବନ

Published By : Prameya-News7 Bureau | June 15, 2024 IST

କୋରାପୁଟ ୧୫/୬: କୋରାପୁଟ ସଦର ଥାନା କୋଲାବ ମଙ୍ଗଳା ମନ୍ଦିର ଛକରେ ଟ୍ରକରେ ମାଟି ଲୋଡ୍‌ ଚାଲିଥିବାବେଳେ ଅଘଟଣ । ମାଟି ଅତଡା ଧସି ୨ ଜଣ ମହିଳା ଶ୍ରମିକଙ୍କ ଜୀବନ ଯାଇଛି । କୋରାପୁଟ ସଦର ଥାନା କୋଲାବ ମଙ୍ଗଳା ମନ୍ଦିର ଛକରେ ଅଘଟଣ । ଅନ୍ୟ ଜଣେ ମହିଳା ମାଟି ତଳେ ଚାପି ହୋଇ ରହିଛନ୍ତି । ମୃତାହତଙ୍କ ପରିଚୟ ମିଳିପାରିନି । ଅଗ୍ନିଶମ ବିଭାଗ ପକ୍ଷରୁ ଜୋରଦାର ଉଦ୍ଧାର କାମ ଚାଲିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.