ଆଠଗଡ଼: ନରସିଂହପୁରରେ ପୁଣି ଏକ ହାତୀର ମୃତ୍ୟୁ। ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଚତରାପଦା ସେକ୍ସନ କମ୍ପାଟମେଣ୍ଟ ୪ରେ ଏକ ୫ ବର୍ଷର ଦନ୍ତା ହାତୀର ସନ୍ଦେହ ଜଣକ ଭାବେ ମୃତ୍ୟୁ। ହାତୀଟିର ମୃତ୍ୟୁ ଦୁଇ ତିନି ଦିନ ତଳେ ହୋଇଥିବା ବେଳେ ମଙ୍ଗଳବାର ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିର ଗଳିତ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି।
ଭୋଟ୍ ଦେବାକୁ ଦୁବାଇରୁ ଦିଲ୍ଲୀ ୨୨୦୦ କିଲୋମିଟର ଯାତ୍...