କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିଂସା ମାମଲାରେ ଜାରି ହୋଇଥିଲା NBW

Published By : Prameya-News7 Bureau | June 20, 2024 IST

କଟକ ୨୦।୬: କୋର୍ଟରେ ହାଜର ହେଲେ ଅଭିନେତା ଅନୁଭବ ମହାନ୍ତି । ଘରୋଇ ହିଂସା ମାମଲାରେ ଜାରି ହୋଇଥିଲା ଜାମିନ ବିହୀନ ପରୱାନା (ଏନ୍‌ବିଡବ୍ଲୁ) । ଏନ୍‌ବିଡବ୍ଲୁ ଜାରି କରିଥିଲେ ଜେଏମ୍‌ଏଫ୍‌ସି କୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅନୁଭବ ମହାନ୍ତି ଓ ଦୁଇ ସହଯୋଗୀ ହାଜର ହୋଇଛନ୍ତି । ଚାର୍ଜଫ୍ରେମ ଲାଗି ହାଜର ହେଉନଥିଲେ ଅନୁଭବ । ତେଣୁ ଏନ୍‌ବିଡବ୍ଲୁ ଜାରି ହୋଇଥିଲା । ବର୍ଷାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ମାମଲା ହୋଇଛି ।

You Can Read :

ସଂକ୍ରମଣ ସ୍ଥଳକୁ ICMR ଟିମ୍ ପଠାଯାଇଛି, ଆଉ ଥରେ ମୁଁ ତର୍ଜମା କରିବି : ସ୍ବାସ୍ଥ୍ୟମନ୍ତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.