ଧ୍ୟାନ ଦିଅନ୍ତୁ, ସାବଧାନ ରୁହନ୍ତୁ, ବାତ୍ୟା ଆସୁଛି : ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଚାଲିଛି ସଚେତନତା

Published By : Prameya-News7 Bureau | October 23, 2024 IST

ଭଦ୍ରକ ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ‘ଦାନା’କୁ ନେଇ ବଢିଛି ଭୟ । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଚାଲିଛି ସଚେତନତା । 

ଧ୍ୟାନ ଦିଅନ୍ତୁ, ସାବଧାନ ରୁହନ୍ତୁ, ବାତ୍ୟା ଆସୁଛି । ଏବେ ବି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଚାଲିଛି ସଚେତନତା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବୁଲୁଛି ଡ଼ାକବାଜି ଯନ୍ତ୍ର । ଜନସାଧାରଣଙ୍କୁ ବାତ୍ୟା ଦାନା ନେଇ ସଚେତନ କରାଯାଉଛି । ପ୍ରଶାସନକୁ ସହଯୋଗ ପାଇଁ ମଧ୍ୟ ନିବେଦନ କରାଯାଉଛି ।


You Can Read:

ସାପ୍ତାହିକ ହାଟରେ ଯୋଗାଣ ବିଭାଗର ଚଢାଉ, ଆଳୁ କିଲୋ ପ୍ରତି ୩୫ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବାକୁ ନିର୍ଦ୍ଦେଶ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.