ବଣାଇରେ ଚାଞ୍ଚଲ୍ୟ, ଅଜାକୁ ଟାଙ୍ଗିଆରେ ହାଣି କଟା ମୁଣ୍ଡ ଧରି ବୁଲିଲା ନାତି

Published By : Prameya-News7 Bureau | July 01, 2024 IST

ବଣାଇ ୧/୭: ଅଜାକୁ ଟାଙ୍ଗିଆରେ ହାଣିଲା ନାତି । ହତ୍ୟା ପରେ ଅଜାର କଟାମୁଣ୍ଡ ଧରି ଗାଁରେ ବୁଲିଲା । ବଣାଇ କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ଚାଞ୍ଚଲ୍ୟ । ଗୁଣିଗାରେଡି ସନ୍ଦେହରେ ନାତି ଅଜାକୁ ହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ହତ୍ୟାକାରୀ ନାତିକୁ ଅଟକ ରଖି ଛାନଭିନ୍‌ ଚଳାଇଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.