‘ଦାନା’ପ୍ରଭାବରେ ବ୍ରହ୍ମପୁରରେ ବର୍ଷା-ପବନ, ଗ୍ରାଉଣ୍ଡରେ ପରିବହନ ମନ୍ତ୍ରୀ ଓ ଜିଲ୍ଲାପାଳ

Published By : Prameya-News7 Bureau | October 24, 2024 IST

ବ୍ରହ୍ମପୁର ୨୪/୧୦: ତାଉ ଦେଖାଇଲାଣି ବାତ୍ୟା ଦାନା । ବ୍ରହ୍ମପୁରରେ ଆରମ୍ଭ ହୋଇଗଲାଣି ବର୍ଷା ଓ ପବନ । ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ । ଗ୍ରାଉଣ୍ଡରେ ପରିବହନ ମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଗାଇଗୋରୁଙ୍କ ପାଇଁ ଖାଦ୍ୟ ପାଣି ମଜଭୁତ ରଖାଯାଇଛି । ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସେପଟେ ବୁଲି ବୁଲି ସ୍ଥିତି ଦେଖିଛନ୍ତି ଜିଲ୍ଲାପାଳ । 


 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.