CCTVରେ ବାଇକ୍ ଚୋରିର ଦୃଶ୍ୟ, ୪ଦିନ ହେଲା ପୋଲିସର ହାତ ଖାଲି

Published By : Prameya-News7 Bureau | November 07, 2023 IST

ଖୋର୍ଦ୍ଧା ୭।୧୧: ବାଇକ୍ ଚୋରି ଦୃଶ୍ୟ CCTV ରେ କଏଦ । କିନ୍ତୁ ୪ଦିନ ହେଲା ପୋଲିସର ହାତ ଖାଲି ।

ସୂଚନାଯୋଗ୍ୟ ଯେ, ଜଟଣୀ ରାଜାବଜାର ଅଞ୍ଚଳରେ ଗତ ୪ ତାରିଖ ଦିନ ବାଇକ୍ ଚୋରି ହୋଇଥିଲା । ପ୍ରାୟ ୨ଟା ବେଳେ ସେକ୍ ସମଦ୍ ନିଜ ଘର ସମ୍ମୁଖରେ ରଖିଥିବା ହିରୋ CD ଡିଲକ୍ସ ବାଇକ୍‌କୁ ଲୁଟେରା କିପରି ନେଉଥିଲେ ତାର ଭିଜୁଆଲ ସିସିଟିଭିରେ କଏଦ ହୋଇଥିଲା । ଏନେଇ ଜଟଣୀ ଥାନାରେ ଗତ ୪ ତାରିଖରୁ ଅଭିଯୋଗ ହୋଇଛି । ମାତ୍ର ବାଇକ୍ ଲୁଟେରାକୁ ଧରିବାରେ ପୋଲିସ ବିଫଳ ହୋଇଛି । ଯାହାକୁ ନେଇ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ବାଇକ୍ ଲୁଟେରାକୁ ଧରିବା ନେଇ ଦାବି ଜୋର ଧରିଲାଣି ।

wp:embed {"url":"https://youtu.be/_AQec4vezcI","type":"video","providerNameSlug":"youtube"}
https://youtu.be/_AQec4vezcI
/wp:embed

You Can Read :

wp:embed {"url":"https://www.prameyanews7.com/woman-killed-after-elephant-attacked-in-athagarh-forest-range/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-killed-after-elephant-attacked-in-athagarh-forest-range/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.