ଆଠଗଡ଼ରେ ବିଜେଡି ପକ୍ଷରୁ ଜନ ସଂପର୍କ ପଦଯାତ୍ରା, ସାମିଲ ହେଲେ ବହୁ କର୍ମୀ ଓ ନେତା

Published By : Prameya-News7 Bureau | October 03, 2024 IST

ଆଠଗଡ଼ ୦୩।୧୦ : ବିଜୁ ଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ରେ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା । ଦଳର ବହୁନେତା ଏବଂ କର୍ମୀ ଏହି ଜନ ସଂପର୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି । 

ଖବର ଅନୁଯାୟୀ, ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା । ଏହିକ୍ରମରେ ଆଠଗଡ଼ରେ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା ।  ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଚାଲିଛି ଜନ ସମ୍ପର୍କ ପଦଯାତ୍ରା। ଦୁଇ ନମ୍ୱର ଜୋନର କୁମାରପୁର ପଞ୍ଚାୟତ ଠାରୁ ଆରମ୍ଭ ହୋଇ ପଞ୍ଚାୟତର ବିଭିନ୍ନ ଗାଁ ବୁଲିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.