ରାଜ୍ୟରେ ଘଟିଥିବା ରହସ୍ୟଜନକ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ଦିଆଯାଉ : ଜୟ ନାରାୟଣ ମିଶ୍ର

Published By : Prameya-News7 Bureau | September 10, 2024 IST

ଭୁବନେଶ୍ବର ୧୦।୯: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ମମିତା ମେହେର ହତ୍ୟା ଏବଂ ଗୋବିନ୍ଦ ସାହୁଙ୍କର ରହସ୍ୟଜନକ ମୃତ୍ୟୁ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଆଉ ଏହିସବୁ ଘଟଣାକୁ ନେଇ ହୋଇଥିବା ତଦନ୍ତ ଉପରେ ମଧ୍ୟ ଓଡ଼ିଶାବାସୀଙ୍କର ବିଶ୍ୱାସ ନାହିଁ । ତେଣୁ ଏହିସବୁ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି । 

ସରକାର ଏହା ଉପରେ ପଦକ୍ଷେପ ନେଇ ସିବିଆଇକୁ ତଦନ୍ତ ପାଇଁ ସୁପାରିସ କରନ୍ତୁ । ସେ ସମୟରେ ସରକାର ପୋଲିସକୁ ପ୍ରଭାବିତ କରିଛି । ସେ ସମୟରେ ତଦନ୍ତ ବେଳେ ଯାହା ସବୁ କରାଯାଇଛି, ତାହା ସନ୍ଦେହଜନକ । 

You Can Read:

ଚୟନ ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ, OSSSC କାର୍ଯ୍ୟାଳୟ ଘେରିଲେ ଆଶାୟୀ ପ୍ରାର୍ଥୀ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.