ବରମୁଣ୍ଡା ବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | October 11, 2024 IST

ଭୁବନେଶ୍ବର ୧୧/୧୦: ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବ୍ରିଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ତାରରେ ଛନ୍ଦି ହୋଇଥିଲା ଯୁବକଙ୍କ ହାତ । ତାରରେ ବିଦ୍ୟୁତ ସଂଯୋଗ ହୋଇଥିବା ଅନୁମାନ କରାଯାଉଛି  । ମୃତ ଯୁବକ ତପୋବନ ବସ୍ତିର ବୋଲି ଜଣାପଡିଛି । ମୃତଦେହରେ ଅନେକ କ୍ଷତ ଚିହ୍ନ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ମୃତଦେହ ଜବତ କରି ଛାନଭିନ ଚଳାଇଛି ଭରତପୁର ପୋଲିସ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.