ପୋଲିସ-ସେନା ବିବାଦ ମାମଲା, ବୁଧବାର ହେବ ଶୁଣାଣି

Published By : Prameya-News7 Bureau | December 18, 2024 IST

ଭୁବନେଶ୍ବର୧୮/୧୨: ଭରତପୁର ଥାନାରେ ପୋଲିସ ଓ ସେନା ଅଧିକାରୀ ବିବାଦ ମାମଲା । ବୁଧବାର ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କ ଆଗରେ ଆରମ୍ଭ ହେବ ଶୁଣାଣି । ଶୁଣାଣିରେ ଯୋଗଦେବେ ନିଲମ୍ବିତ ପୋଲିସ ଅଧିକାରୀ , କ୍ୟାପଟେନ ଓ ବାନ୍ଧବୀ ।ଏଥିସହ କମିଶନଙ୍କ ନିକଟରେ ଉପସ୍ଥିତ ରହିବେ ଉଭୟଙ୍କ ଓକିଲ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.