ସାମ୍ନାକୁ ଆସିଲେ ନକଲି ପୋଲିସ ବାବୁଙ୍କ ପଞ୍ଚମ ପତ୍ନୀ ! ବିବାହ କରି ହଡପ କରିଛନ୍ତି ୧୦ଲକ୍ଷ ଟଙ୍କା

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ନକଲି ପୋଲିସ ବାବୁଙ୍କର ବାହାରିଲେ ପଞ୍ଚମ ପତ୍ନୀ । ଖଣ୍ଡଗିରି ଥାନାରେ ଅଭିଯୋଗ କଲେ ପଞ୍ଚମ ପତ୍ନୀ । ମହିଳାଙ୍କୁ ବିବାହ କରି ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ହଡପ କରିଥିଲେ ନକଲି ପୋଲିସ । ନକଲି ପୋଲିସ ବାବୁ ସୁବାସ କନବର ଏବେ ଝାରପଡା ଜେଲ୍‌ରେ ଅଛନ୍ତି । ସୁବାସକୁ ଆଜିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଖଣ୍ଡଗିରି ପୋଲିସ ।

You Can Read:

ସାଥୀ ମାଈ ହାତୀକୁ ଖୋଜି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା ଦନ୍ତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.