‘ଦାନା’କୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ପରଖିଲେ ମନ୍ତ୍ରୀ ଓ ଜିଲ୍ଲାପାଳ

Published By : Prameya-News7 Bureau | October 24, 2024 IST

NEWS UPDATE

ବ୍ରହ୍ମପୁର ୨୪।୧୦: ସମ୍ଭାବ୍ୟ ବର୍ଷା, ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଗୋ ମାତା, ପଶୁଙ୍କ ପାଇଁ ଗୋଖାଦ୍ୟ ମହଜୁଦ କରି ରଖାଯାଇଛି । ସକାଳୁ ପାଗରେ ପରିବର୍ତ୍ତନ ହୋଇଛି । ହାଲକା ପବନ ସହ ମଝିରେ ମଝିରେ ସାମାନ୍ୟ ଝିପି ଝିପି ବର୍ଷା ହେଉଛି । ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମାର୍କଣ୍ଡି ଗସ୍ତ କରି ସ୍ଥିତି ପରଖିଛନ୍ତି । 

You Can Read:

ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ ମାନେ କରୁଛନ୍ତି ନିରୀକ୍ଷଣ : ସୁରେଶ ପୂଜାରୀ

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.