ନୀଳଗିରି ୨୨।୦୩ : କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଏପିରିକି ଅନେକ ସ୍ଥାନରେ ଖୁବ୍ ଜୋରରେ ପବନ ବୋହୁଥିବାର ମଧ୍ୟ ଜଣାପଡିଛି । ପ୍ରବଳ ବର୍ଷା କାରଣରୁ ଲୋକେ ଘରୁ ବାହାରିବାରେ ମଧ୍ୟ ଅସୁବିଧାର ସାମ୍ନା କରୁଥିବାର ନଜର ଆସିଛି ।
ନାଗପୁର ହିଂସା: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ...
