ରାଉରକେଲା ୧୧।୧୦: ରାଉରକେଲା ଦୁର୍ଗାପୂଜାରେ ଅଘଟଣ । ରାମଦୋଳି ଛିଣ୍ଡି ତିନି ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତର IGHରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଉରକେଲା ଟେଲିଫୋନ ଭବନ ଦୁର୍ଗା ପୂଜା ମଣ୍ଡପରେ ଲାଗିଛି ମେଳା । ସେହି ମେଳାରେ ଛିଣ୍ଡିଲା ରାମଦୋଳି । ସ୍ଵାମୀ-ସ୍ତ୍ରୀଙ୍କ ସହ ପୁଅ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
You Can Read:
ଦୋକାନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇ ଆହତ