କାଳବୈଶାଖୀ ତାଣ୍ଡବ: ଉଡିଲା ଛପର,ଭାଙ୍ଗିଲା ଗଛ

Published By : Prameya-News7 Bureau | June 07, 2024 IST

ଉଦଳା ୭/୬: ହଠାତ ମାଡି ଆସିଲା ବର୍ଷା,ପବନ । ସବୁକିଛି ଛାରଖାର କରିଦେଲା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସୁଡୁସୁଡିଆ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା ସାଙ୍ଗକୁ ପବନ ଯୋଗୁ ବଡ ବଡ ଗଛ ଉପୁଡି ପଡିଛି । ଘରର ଚାଳ ଛପର ଉଡାଇ ନେଇଛି । ସକାଳୁ ଅଗ୍ନିଶମ ବାହିନୀ ପହଞ୍ଚି ଘର ଉପରେ ଓ ରାସ୍ତା ଉପରେ ପଡିଥିବା ଗଛକୁ କାଟି ସଫା କରିଛନ୍ତି । ତେବେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.