ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ

Published By : Prameya-News7 Bureau | October 12, 2024 IST

ପୁରୀ ୧୨।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ । ରକ୍ତଛିଟା ପଡ଼ିଥିବାରୁ ହେଲା ମହାସ୍ନାନ । ମହାସ୍ନାନ ଯୋଗୁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ଦର୍ଶନ ପ୍ରାୟ ୨ଟା ପରେ ସ୍ବାଭାବିକ ହେବ । ଭକ୍ତମାନେ ଧର୍ଯ୍ୟର ସହ ଅପେକ୍ଷା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ ।

You Can Read:

୨୪ ବର୍ଷ ପାୱାରରେ ଥିଲେ, ସେ ନିଶା ତାଙ୍କର ଆଜି ପର୍ଯ୍ୟନ୍ତ ଛାଡ଼ିନାହିଁ : କୃଷ୍ଣଚନ୍ଦ୍ର ପାତ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.