କଟକ ୧୯।୭: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଜାମିନ ମଞ୍ଜୁର । ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ମଞ୍ଜୁର ହୋଇଛି । ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ଜାମିନରେ ଯାଇପାରିବେ ରଘୁନନ୍ଦନ ।
ସାମ୍ବାଦିକଙ୍କୁ କୁକୁର ଲଗାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ ରଘୁନନ୍ଦନ ଦାସ । ଏନେଇ ବିଜେଡି ନେତା ରଘୁନନ୍ଦନଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ଗିରଫଦାରୀ ଏଡ଼ାଇବାକୁ ରଘୁନନ୍ଦନ ହାଇକୋର୍ଟରେ କରିଥିଲେ ଆଗୁଆ ଜାମିନ ଆବେଦନ ।
You Can Read:
ପୁରୀରେ ବିଜେପିର କାର୍ଯ୍ୟକାରିଣୀ, ସାଂଗଠନିକ ଚର୍ଚ୍ଚା ସହ ପ୍ରସ୍ତୁତ ହେବ ରୋଡମ୍ୟାପ୍...