ସ୍କୁଟରକୁ ଧକ୍କା ଦେଲା ମୋ ବସ୍, ଚାଲିଗଲା ଆରୋହୀଙ୍କ ଜୀବନ

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର ୨୫।୯: ମୋ ବସ୍ ଧକ୍କାରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଛି । ରଘୁନାଥପୁର ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଉଛନ୍ତି ନିରଞ୍ଜନ ପଣ୍ଡା । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା ମୋ ବସ୍‌କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । 

You Can Read:

୪ ବର୍ଷର ଦୁଇ ଶିଶୁଙ୍କ ସଲୀଳ ସମାଧି, ଖେଳୁ ଖେଳୁ ପୋଖରୀରେ ବୁଡିଗଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.