ସାପ ଧରାଳିଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ, ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍

Published By : Prameya-News7 Bureau | June 25, 2024 IST

ଭୁବନେଶ୍ବର ।୬: ସୋନପୁର ଜିଲ୍ଲା ବୀରମହାରାଜପୁରରେ ସାପ ଚୋଟରେ ସାପ ଧରାଳି  ଗୌରର ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍ । ସୋନପୁର ଡିଏଫଓ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସାପ ଧରାଳିଙ୍କୁ ତାଲିମ ପାଇଁ ବନ ବିଭାଗ ଆଣିବା ସର୍ପ ଆପ୍ । ଏସଆରସି ଓ ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍‌ଙ୍କ ସହଯୋଗରେ ତାଲିମ ପ୍ରଦାନ କରାଯିବ । ତାଲିମ ବ୍ୟବସ୍ଥା କରିବା ସହ ତାଲିମ ପ୍ରାପ୍ତ ସାପ ଧରାଳିଙ୍କୁ ଯୋଗାଇ ଦିଆଯିବ ସାପଧରା କିଟ୍ । ସାପ ଧରି ଜଙ୍ଗଲରେ ନ   ଛାଡି ଥାନା ପରିସରକୁ କାହିଁକି ଆସିଥିଲେ ତଦନ୍ତ ହେବ । ସାପ ଧରି ନ ଖେଳେଇବା ପାଇଁ ଅପିଲ କରିଛନ୍ତି ପିସିସିଏଫ୍ ଓ୍ବାଇଲ୍ଡ ଲାଇଫ୍ ।

You Can Read :

ଜଙ୍ଗଲରେ ଆକ୍ରମଣ କଲା ବିରୁଡି, ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.