ଟ୍ବିନ ସିଟି କଟକ-ଭୁବନେଶ୍ବର ସହ ଯୋଡି ହେବ ପୁରୀ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଘୋଷଣା

Published By : Prameya-News7 Bureau | June 25, 2024 IST

ଭୁବନେଶ୍ବର ୨୫/୬: ଗୃହ ଓ ନଗର ଉନ୍ନୟନ ବିଭାଗର ନୂଆ ପରିକଳ୍ପନା । ଟ୍ବିନ ସିଟି ହେବ ଟ୍ରିପଲ ସିଟି । କଟକ-ଭୁବନେଶ୍ବର ସହ   ଯୋଡି ହେବ ପୁରୀ ।ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  ସହରର  ଆକାର ବଢିବ । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀଙ୍କ ଘୋଷଣା ପରେ ବେଶ ଖୁସି ବ୍ୟକ୍ତି କରିଛନ୍ତି ପୁରୀ ବାସିନ୍ଦା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.