ସୌରୀନ ଭଟ୍ଟ ଫେରାର ମାମଲା, ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା ପୋଲିସ

Published By : Prameya-News7 Bureau | September 12, 2023 IST

କଟକ ୧୨/୦୯: ଗାୟକ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଫ୍ରିଜ୍ ହେବ ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ । ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କଲା କମିଶନରଟ ପୋଲିସ । କୋଲକାତାର ଦୁଇଟି ୨ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି । ଗତକାଲି ସୌରିନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ ।

ସୂଚନା ଥାଉକି, କୋଲକାତାର ୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ମହିଳା ଥାନା ଲେଖିଲା ଚିଠି । ଆହୁରି ବି ସୌରୀନଙ୍କ ସହ ଜଡ଼ିତ ଅନ୍ୟ ଆକାଉଣ୍ଟ୍‌କୁ ମଧ୍ୟ ଫ୍ରିଜ୍ କରାଯିବ । ପୂର୍ବରୁ ସୌରିନ୍‌ଙ୍କ ଉପରେ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ୍ ୨ ଏ ସି ପି ଅମିତାଭ ମହାପାତ୍ର ।

you can also read....

wp:embed {"url":"https://www.prameyanews7.com/singer-sourin-bhatt-may-be-arrested-as-soon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/singer-sourin-bhatt-may-be-arrested-as-soon/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.