ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍ : ମାଲିକଙ୍କୁ ଉଠାଇନେଲା ପୋଲିସ, ଯୁବତୀ ଉଦ୍ଧାର

Published By : Prameya-News7 Bureau | October 19, 2024 IST

ଭୁବନେଶ୍ବର ୧୯।୧୦: ରାଜଧାନୀରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ଭୁବନେଶ୍ୱର ରବି ଟକିଜ୍ ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ରବି ଟକିଜ୍ ସ୍ଥିତ ଏକ ସ୍ପା ଆଣ୍ଡ୍ ସାଲୁନ୍‌ରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ବଡ଼ଗଡ଼ ପୋଲିସ ସୂଚନା ପାଇଥିଲା । ସୂଚନା ପାଇବା ପରେ ପୋଲିସ ଉକ୍ତ ସ୍ପାରେ ରେଡ୍ କରିଥିଲା । 

ସ୍ପା ମାଲିକଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି । ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଯୁବତୀଙ୍କୁ ଜୋରଜବରଦସ୍ତ ସ୍ପାରେ ରଖିଥିବା ଅଭିଯୋଗ ହୋଇଛି ।

You Can Read:

ଘରେ ଶୋଇଥିଲେ ବାପା-ପୁଅ, ଏସିଡ୍ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.