ଏସିଆ କପ୍ ୨୦୨୩: ଭାରତ ଓ ପାକିସ୍ତାନ ସମେତ ସମସ୍ତ ୬ଟି ଦଳର ଖେଳାଳି ତାଲିକା ଘୋଷିତ, ଦେଖନ୍ତୁ ପୂରା ତାଲିକା

Published By : Prameya-News7 Bureau | August 27, 2023 IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଅଗଷ୍ଟରୁ ୩୦ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏବଂ ଫାଇନାଲ୍‌ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ୨୦୨୩ ଏସିଆ କପ୍‌ରେ ମୋଟ ୬ ଟି ଦଳ ଭାଗ ନେବେ। ଏପର୍ଯ୍ୟନ୍ତ କେବଳ ଭାରତ, ପାକିସ୍ଥାନ, ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ଦଳ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ଯଦିଓ ଶ୍ରୀଲଙ୍କା ଦଳ ଚୟନ କରିସାରିଛି ତେବେ ଦେଶର କ୍ରୀଡ଼ା ମନ୍ତ୍ରଣାଳୟର ଅନୁମତି ଅପେକ୍ଷାରେ ରହିଛି।

ଏସିଆ କପ୍‌ ୨୦୨୩ ପାଇଁ ଦଳଗୁଡ଼ିକର ଖେଳାଳି ତାଲିକା ଉପରେ ନଜର ପକାନ୍ତୁ

ପାକିସ୍ତାନ ଦଳ- ଅବଦୁଲ୍ଲା ଶାଫିକ୍, ଫଖର ଜମାନ, ଇମାମ-ଉଲ-ହକ୍, ବାବର ଆଜମ (କ୍ୟାପ୍ଟେନ୍), ସଲମାନ ଅଲି ଆଗା, ଇଫ୍ଟିଖର ଅହମ୍ମଦ, ତୈୟବ ତାହିର, ସାଉଦ ଶକିଲ, ମହମ୍ମଦ ରିଜୱାନ, ମହମ୍ମଦ ହରିସ, ଶାଦାବ ଖାନ, ମହମ୍ମଦ ନୱାଜ, ଉସାମା ମୀର, ଫହିମ ଆଶରଫ, ହାରିସ ରାଉଫ, ମହମ୍ମଦ ୱାସିମ, ନାସିମ ଶାହା ଓ ଶାହୀନ ଆଫ୍ରିଦି।

ବାଂଲାଦେଶ: ଶାକିବ ଅଲ ହାସନ (କ୍ୟାପଟେନ), ଲିଟନ ଦାସ, ତାଞ୍ଜିଦ ତମିମ, ନଜମୁଲ ହୁସେନ ଶାନ୍ତୋ, ତାହିଦ ହ୍ରିଦୋ, ମୁଶଫିକୁର ରହୀମ, ମେହଦି ହାସନ ମୀରାଜ, ତସ୍କିନ୍ ଅହମ୍ମଦ, ମୁସ୍ତଫିଜୁର ରହମାନ, ହସନ ମହମୁଦ, ଶେଖ ମେହେଦୀ, ନାସୁମ ଅହମଦ, ଶମୀମ ହୁସେନ, ଅଫିଫ ହୁସେନ, ଶୋରଫୁଲ ଇସଲାମ, ଏବଦୋତ ହୁସେନ୍, ନଈ ଶେଖ୍।

ପଢ଼ନ୍ତୁ-ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବାବର ଆଜମଙ୍କ ବଡ଼ ବୟାନ, କହିଲେ…

ଟିମ୍ ଇଣ୍ଡିଆ - ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, କେ.ଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମୋହମ୍ମଦ ଶାମି, ମୋମମ୍ମଦ ସିରାଜ, ପ୍ରସାଦ କୃଷ୍ଣ।

ଆଫଗାନିସ୍ତାନ ଦଳ: ରହମାନୁଲ୍ଲାହ ଗୁରୁବା, ଇବ୍ରାହିମ ଜାଦରାନ୍, ରିୟାଜ ହସନ, ରହମତ୍ ଶାହ, ହାଶମୁତୁଲ୍ଲା ଶାହିଦୀ, ନଜିବୁଲ୍ଲାହ ଜାଦରାନ, ରାସିଦ୍ ଖାନ୍, ଇକ୍ରାମ ଆଲିଖଲି, କରିମ ଜନତ, ଗୁଲବଦୀନ ନାୟବ, ମହମ୍ମଦ ନାହୀ, ମୁଜିବ ଉର ରେହମାନ, ଫଜଲହକ ଫାରୁକୀ, ଶରାଫୁଦ୍ଦିନ ଅସରଫ,ନୁର ଅହମଦ, ଅବଦୁଲ ରହମାନ, ମୋହମ୍ମଦ ସଲିମ୍।

ନେପାଳ ଦଳ- ରୋହିତ କୁମାର ପୌଡେଲ (କ୍ୟାପଟେନ), ମହମ୍ମଦ ଅଶୀଫ ଶେଖ, କୁଶଲ ଭୁର୍ଟେଲ, ଲଲିତ ନାରାୟଣ ରାଜବଂଶୀ, ଭୀମ ସାର୍କି, କୁଶଲ ମଲ୍ଲା, ଦୀପେନ୍ଦ୍ର ସିଂ ଏରେ, ସନ୍ଦୀପ ଲାମିଛାନେ, କରଣ କେସି, ଗୁଲଶାନ କୁମାର ଝା, ଆରିଫ ଶେଖ, ସୋମପାଲ କାମୀ, ପ୍ରେଟିସ ଜୀସି, କିଶୋର ମହତୋ, ସନ୍ଦୀପ ଜୋରା, ଅର୍ଜୁନ ସାଉଦ ଏବଂ ଶ୍ୟାମ ଢକାଲ।

ଶ୍ରୀଲଙ୍କା ଦଳ - କ୍ରୀଡା ମନ୍ତ୍ରଣାଳୟର ମଞ୍ଜୁର ଅପେକ୍ଷାରେ ଥିବା ଦଳ- ଦାସୁନ୍ ଶାନକା (କ୍ୟାପଟେନ୍), ପଥୁମ୍ ନିସାଙ୍କା, ଦିମୁଥ୍ କରୁଣାରତ୍ନେ, କୁସାଲ୍ ପେରେରା, କୁସାଲ ମେଣ୍ଡିସ୍, ଚେରିଥ ଆସାଲଙ୍କା, ସାଦୀରା ସମରବିକ୍ରାମା, ଧନଞ୍ଜୟ ଡି ସିଲଭା, ଦୁଶାନ ହେମନ୍ତ, ଡୁନିଥ ୱେଲଲେଜ, ମହୀଶ ଥିଖାନା, ପ୍ରମୋଦ ମଦୁଶନ, କସୁନ ରାଜିଥା, ଦିଲଶାନ ମଦୁଶଙ୍କା, ମଥୀସା ପଥିରାନା।

ପଢ଼ନ୍ତୁ-ଏସିଆ କପ୍ ୨୦୨୩: ପିସିବି ନିମନ୍ତ୍ରଣ ସ୍ୱୀକାର କଲା ବିସିସିଆଇ, ରୋଜର ବିନ୍ନି ଓ ରାଜୀବ ଶୁକ୍ଳା ଯିବେ ପାକିସ୍ତାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.