ପୋଷା ବାରହା ମାରିବା ସନ୍ଦେହରେ ମରଣାନ୍ତକ ଆକ୍ରମଣ, ତିନି ଗୁରୁତର

Published By : Prameya-News7 Bureau | January 09, 2025 IST

ବୌଦ୍ଧ: ପୋଷା ବାରହା ମାରିବା ସନ୍ଦେହରେ ମରଣାନ୍ତକ ଆକ୍ରମଣ। ତିନି ଜଣଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କଲେ ୫ ଅଭିଯୁକ୍ତ । ହରଭଙ୍ଗା ଥାନା ଭାଲିଆପଦର୍ ଗ୍ରାମ ତଇଲାସାହିର ଘଟଣା । 

ତିନି ଗୁରୁତର ବୌଦ୍ଧ ମେଡିକାଲ ରେ ଭର୍ତି । ଗୁରୁତର ୩ ଜଣ ଶରତ ନାଏକ, ରତ୍ନାକର ନାଏକ ଓ ବାବୁଲା ବେହେରା । ଅଭିଯୁକ୍ତ ବୁଠା କହଁର, ସହଦେବ କହଁର ଓ ଅନ୍ୟ ୩ ଜଣଙ୍କୁ ନାମରେ ଥାନାରେ ଏତଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.