ମହାନଦୀରେ ବୁଡି ଦୁଇ ନାବାଳକ ନିଖୋଜ, ଗାଧୋଇବାକୁ ଯାଇଥିଲେ ୩ ସାଙ୍ଗ

Published By : Prameya-News7 Bureau | October 11, 2024 IST

ସମ୍ବଲପୁର ୧୧।୧୦: ମହାନଦୀରେ ବୁଡିଯାଇ ଦୁଇ ନାବାଳକ ନିଖୋଜ । ମହାନଦୀର ସଡକ ଘାଟରେ ଗାଧୋଇବା ବେଳେ ଭାସିଗଲେ । ଦୁଇ ନାବାଳକ ତିୱାରୀ ଗଳି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । 

ତେବେ ତିନି ଜଣ ନାବାଳକ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

You Can Read:

ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇଥିବା ବେଳେ ହାବୁଡ଼ରେ ପଡ଼ିଗଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.