ମହିଳା କର୍ମଚାରୀଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରେ ମାରିଦେବାକୁ ଧମକ : କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଲେ ବ୍ଲକ୍ କର୍ମଚାରୀ

Published By : Prameya-News7 Bureau | December 31, 2024 IST

ବିନିକା ୩୧।୧୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଜଣେ ମହିଳା କର୍ମଚାରୀଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରେ ମାରିଦେବାକୁ ଧମକ ଦେବା ସହିତ ଦୁର୍ବ୍ୟବହାର ପ୍ରତିବାଦ । ମଙ୍ଗଳବାର କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ଲକ୍ କର୍ମଚାରୀ । 

ଗତ ୨୪ ତାରିଖ ଏହି ଘଟଣା ଘଟିବା ପରେ ଉଲୁଣ୍ଡା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଅଭିଯୁକ୍ତକୁ ଗିରଫ ନକରି ନିଦାବିଷ୍ଣୁ ସାଜିଛି ।


You Can Read:

ଚଢାଉ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଲା ଭିଜିଲାନ୍ସ, ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.