୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ, ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ

Published By : Prameya-News7 Bureau | September 28, 2024 IST

ପାଟଣାଗଡ଼ ୨୮।୦୯: ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ। ନୂଆପଡା ଭାୟା ପାଟଣାଗଡ଼ ରେଳ ଲାଇନ ଦାବି ନେଇ ସିଟିଜେନ ଫୋରମ ବନ୍ଦ ଡାକରା ଦେଇଛି। ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିଛନ୍ତି। ପାଟଣାଗଡ଼ର ବିଭିନ୍ନ ସଂଗଠନ ଦାବିକୁ ସମର୍ଥନ କରି ଆନ୍ଦୋଳନକୁ ଓଲ୍ଲାଇଛି। ବନ୍ଦ ଫଳରେ ସାଧାରଣ ଲୋକ ଅସୁବିଧାର ସାମ୍ନା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.