ବଜ୍ରପାତ ନେଲା ମାଆ-ପୁଅଙ୍କ ଜୀବନ, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 26, 2024 IST

ବଲାଙ୍ଗୀର ୨୬/୬: ବଜ୍ରାଘାତରେ ମାଆ-ପୁଅ ମୃତ,ଜଣେ ଗୁରୁତର । ବଲାଙ୍ଗୀର ଖପ୍ରାଖୋଲ ଚାଉଲବାଞ୍ଜିରେ ଅଘଟଣ । କପା ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇ ମାଆ-ପୁଅଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.