ନିର୍ବାଚନ ପରାଜୟ ନେଇ ଭୂପିନ୍ଦରଙ୍କ ତେର୍ଚ୍ଛା ନିସାନା, କହିଲେ-ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ

Published By : Prameya-News7 Bureau | October 20, 2024 IST

ଭୁବନେଶ୍ବର ୨୦।୧୦: ନିର୍ବାଚନ ପରାଜୟ ନେଇ ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କ ତେର୍ଚ୍ଛା ନିସାନା । କହିଲେ ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ । ଗୋଲ୍ କିପର ଯଦି ସ୍ଲିପର ସେଲ୍ ହେବ ତାହେଲେ କ’ଣ କରାଯାଇ ପାରିବ । ପଲିଟିକ୍ସ ହେଉଛି ସ୍ପୋର୍ଟ୍ସ ।  ଟିମ୍ ଗେମ୍ ।  ମୁଁ ମୋ ଟିମ୍‌କୁ ନର୍ଲାରେ ହରାଇ ନାହିଁ । ବର୍ତ୍ତମାନ IPL ଜମାନା । ବହୁତ ଖେଳାଳି ବାହାରିଲେଣି । କିଣାବିକା ବଢୁଛି । ଏହାହିଁ ଭବିଷ୍ୟତର ରାଜନୀତି । ଅଭିଜ୍ଞ ଖେଳାଳି ସବୁବେଳେ ଆବଶ୍ୟକ । ମୁଁ ବର୍ତ୍ତମାନ ମଇଦାନରେ ନାହିଁ ଟିଭିରେ ମ୍ୟାଚ ଦେଖୁଛି । ଯେଉଁ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଠ ନେତା ମାନେ ମତ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ମତ ନୁହଁ । ଲୋକଙ୍କ ମତ । ସଭାପତି ବି ତାକୁ ସ୍ପୋର୍ଟିଭ ଓ୍ବେରେ ନେବା ଆବଶ୍ୟକ । ସମୟ ବଡ଼ ବଳବାନ ।

You Can Read:

ନୃଶଂସ ବାପର ଉନ୍ମକ୍ତ କାଣ୍ଡ, ପୁଅକୁ ରେଳ ଧାରଣାରେ ଶୁଆଇଦେଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.