ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଜୋରଦାର, ବିଭିନ୍ନ ହୋଟେଲରେ କମିଶନରେଟ୍ ପୋଲିସର ଚେକିଂ

Published By : Prameya-News7 Bureau | June 27, 2024 IST

ଭୁବନେଶ୍ବର ।୬: ଭୁବନେଶ୍ୱରରେ ବିଳମ୍ୱିତ ରାତିରେ ହୋଟେଲ ଜୋରଦାର ଚଢାଉ କଲା କମିଶନରେଟ୍ ପୋଲିସ । ଖାରବେଳନଗର, କ୍ୟାପିଟାଲ, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ବଡଗଡ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ହୋଟେଲ ଗୁଡ଼ିକରେ ଚଢାଉ ହୋଇଛି । ଅପରାଧୀଙ୍କ ଉପରେ କଡା ନଜର ରଖିବାକୁ ପୋଲିସର ଚେକିଂ ହୋଇଥିଲା । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ରେଜିଷ୍ଟର ଚେକିଂ, ବୁକିଂ ଆଦି ସବୁକୁ ଯାଞ୍ଚ କରିଛନ୍ତି ଅଧିକାରୀ ମାନେ । ସେଫ୍ ସିଟି ଡ୍ରାଇଭ୍ ଅଭିଯାନରେ ରାତି ବେଳେ ଏହି ହୋଟେଲ ଗୁଡ଼ିକରେ ଚେକିଂ କରାଯାଇଛି । 

You Can Read :

ଚିକିତ୍ସାଧିନ ଅବସ୍ଥାରେ OAPF ଯବାନଙ୍କ ମୃତ୍ୟୁ, ଦାଥୁନାମା କ୍ୟାମ୍ପରେ କାର୍ଯ୍ୟରତ ଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.