ବ୍ରହ୍ମପୁର ୨୨।୧୨: ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଧାନ ମଣ୍ଡି ଖୋଲିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । ଚାଷୀଙ୍କ ହିତ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଖୋଲିବ ନାହିଁ ମଣ୍ଡି । ଜାନୁଆରୀ ମାସ ୩ ତାରିଖରେ ମଣ୍ଡି ଖୋଲିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।
ଲଗାଣ ବର୍ଷାରେ ଧାନ ଫସଲ ପ୍ରଭାବିତ ହୋଇଥିବା ବେଳେ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସ୍ଥିତି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ବେଳେ ଫସଲ ପ୍ରଭାବିତ ହୋଇଥିବା ଅନୁଭବ କରିଥିଲେ ।
You Can Read:
ଆସନ୍ତା ୨୪ ଓ ୨୫ରେ ବର୍ଷା ସହ କଲବଲ କରିବ ଘନ କୁହୁଡ଼ି, ପାଣିପାଗ ବିଭାଗର ପୂର୍ବାନୁମାନ