ଚିକିତ୍ସାଧିନ ଅବସ୍ଥାରେ OAPF ଯବାନଙ୍କ ମୃତ୍ୟୁ, ଦାଥୁନାମା କ୍ୟାମ୍ପରେ କାର୍ଯ୍ୟରତ ଥିଲେ

Published By : Prameya-News7 Bureau | June 27, 2024 IST

ନୂଆପଡା ୨୭।୬: ଚିକିତ୍ସାଧିନ ଅବସ୍ଥାରେ OAPF ଯବାନଙ୍କ ମୃତ୍ୟୁ । ମୃତ ଯବାନ ହେଉଛନ୍ତି କୋରାପୁଟ ଜିଲ୍ଲା ବିଳାପୁର ଗ୍ରାମର କର୍ଣ୍ଣ ବିଶୋଇ । ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଦାଥୁନାମା କ୍ୟାମ୍ପରେ କାର୍ଯ୍ୟରତ ଥିଲେ ଯବାନ କର୍ଣ୍ଣ ବିଶୋଇ । 

ତେବେ ମଙ୍ଗଳବାର ଦିନ କର୍ଣ୍ଣଙ୍କ ଦେହ ଅସୁସ୍ଥ ହେବା ପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ବୁଧବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

You Can Read :

ଥାନା ସମ୍ମୁଖରେ ମହିଳାଙ୍କୁ ଘୋଷାଡି ଘୋଷାଡି ମାଡ଼ : ୩ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ପୋଲିସ ହେଡକ୍ୱାଟର୍ସକୁ ବଦଳି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.