ନୂଆଦିଲ୍ଲୀ ୨୦/୦୮: କଂଗ୍ରେସ ନେତା ଦିଗ୍ବିଜୟ ସିଂଙ୍କ କରୋନା ସଂକ୍ରମିତ । ଦୀର୍ଘ ଦିନ ପରେ ସେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ତାଙ୍କ 'X' ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଦିଗ୍ବିଜୟ ସଂହ ଲେଖିଛନ୍ତି, 'ମୋର COVID ରିପୋର୍ଟ ପଜିଟିଭ ଆସିଛି ।
मेरा COVID test पॉजिटिव आया है। मुझे ५ दिनों के लिए आराम करने के लिये कहा गया है। इसलिए मैं कुछ समय के लिए नहीं मिल पाऊँगा। क्षमा करें। आप सभी भी COVID से बचने के लिए अपना ख़्याल रखें।
— Digvijaya Singh (@digvijaya_28) August 20, 2024
ମୋତେ କିଛି ଦିନ ବିଶ୍ରାମ ନେବାକୁ କୁହାଯାଇଛି । ସେଥିପାଇଁ ମୁଁ କିଛି ସମୟ ପାଇଁ କାହାକୁ ଭେଟିବାକୁ ସମର୍ଥ ହେବି ନାହିଁ । ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି । COVID କୁ ଏଡାଇବା ପାଇଁ ଆପଣ ସମସ୍ତେ ମଧ୍ୟ ନିଜର ଯତ୍ନ ନିଅନ୍ତି ।