ଜାରକା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା, ଗଜବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

Published By : Prameya-News7 Bureau | June 22, 2024 IST

ଚଣ୍ଡିଖୋଲ ୨୨।୬: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକା ଭାଲୁଖାଇ ଧର୍ମ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ସଙ୍କୀର୍ତ୍ତନ ଘଣ୍ଟ, ବାଜା, ବାଣ ଫୁଟାଇ ଅସ୍ଥାୟୀ ମଣ୍ଡପରେ ବ୍ରାହ୍ମଣ ମାନେ ନୀତିକାନ୍ତି ସୁନା, ରୁପା, ଗଙ୍ଗାଜଳ ସପ୍ତଶତୀ ଜଳ ସୁବାସିତ ଜଳରେ ସ୍ନାନ କରାଇଛନ୍ତି । ସ୍ନାନ ପରେ କଳସ ସ୍ଥାପନ ସର୍ବ ଦେବାଦେବୀ ମଣ୍ଡଳ, ପୂଜା ହୋମ ଆଳତୀ ହୋଇଥିବା ବେଳେ ପ୍ରଭୁଙ୍କ ଗଜବେଶ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଥିଲେ ।


You Can Read :

ଶରଧା ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.