ବଲାଙ୍ଗୀର ଜଙ୍ଗଲରେ ପଡ଼ିଛି ଦନ୍ତାର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | October 12, 2024 IST

ବଲାଙ୍ଗୀର ୧୨।୧୦: ବଲାଙ୍ଗୀରରେ ପୁଣି ଦନ୍ତା ହାତୀର ମୃତ୍ୟୁ । ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଭୀମ ଡୁଙ୍ଗୁରି ଜଙ୍ଗଲରେ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନ ହେବ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବଲାଙ୍ଗୀର ବନ ବିଭାଗ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

You Can Read: 

ଲୋକଙ୍କ ପାଇଁ ଖୋଲିଲା ଜୟପୁର ରାଜ ପ୍ରସାଦ, ମା’ଙ୍କ ଲାଠି ପୂଜା କଲେ ରାଣୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.